ମୋତେ ଡାଉଟ କ୍ଲିୟର ପାଇଁ ଡାକି,ମୋ ଦେହରେ ହାତ ମାରିଲେ ସାର କାନ୍ଦି କାନ୍ଦି ମିଡ଼ିଆ ସାମ୍ନା ରେ ଯାହା କହିଲେ ଛାତ୍ରୀ ଜାଣିଲେ
ଆମ ସମାଜ ରେ ଗୁରୁ ଓ ଶିଷ୍ୟ ର ସମ୍ପର୍କ କୁ ସବୁଠାରୁ ସଂମାନନୀୟ ତଥା ପବିତ୍ର ଅଟେ ଏମିତି କି ଜଣେ ଶିକ୍ଷକ ଙ୍କୁ ସବୁଠାରୁ ବେଶି ସଂମାନ କରିଥାଉ। କାରଣ ଆମ ଦେଶ ର ଭବିଷ୍ୟତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ହାତରେ ରହିଥାଏ।ଶିକ୍ଷକ ଜଣେ ଛାତ୍ର ର ପଥ ଦର୍ଶକ ହୋଇଥାନ୍ତି ଏବଂ ତାଙ୍କୁ ନିଜ ପିଲା ଭଳି ଗାଇଡ଼ କରନ୍ତି।
ଠିକ ସେହିପରି ଜଣେ ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବାପା ମା ଭଳି ମାଣିଥାନ୍ତି। କିନ୍ତୁ ବର୍ତ୍ତମାନ ର ଶିକ୍ଷକ ଓ ଛାତ୍ର ମାନଙ୍କ ମଧ୍ୟରେ ସେହିପରି ପବିତ୍ର ସମ୍ପର୍କ ଦେଖା ଯାଉ ନାହିଁ। ଏହା ମଧ୍ୟ ଅନ୍ୟ ସମ୍ପର୍କ ଭଳି କଳଙ୍କିତ ହୋଇଗଲାଣି।
ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଟି ବିଷୟରେ ଜଣେଇବୁ ଯାହା ବିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି ହେଉଛି ରାଉଲକେଲା ର ବାସନ୍ତୀ କଲୋନି ରେ ଯେଉଁ ଠାରେ ଜଣେ ଛାତ୍ରୀ ଙ୍କୁ ଡାଉଟ କ୍ଲିୟର କ୍ଲାସ ପାଇଁ ଡାକି ଜଣେ ଟିୟୁସନ ଶିକ୍ଷକ ଛାତ୍ରୀ ଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତେବେ ଛାତ୍ରୀ ଙ୍କ କହିବା ଅନୁସାରେ ,ଏକ ବହୁତ ପୁରୁଣା କୋଚିଂ ସେଣ୍ଟର ର ଶିକ୍ଷକ ଦୃଦୟ ପ୍ରକାଶ ଙ୍କ ପାଖକୁ ସେ କୋଚିଂ ପଢିବା ପାଇଁ ଯାଆନ୍ତି।
ତେବେ ସେଦିନ ପ୍ରାୟ ଦିନ ୧୧ ଟା ପରେ ଶିକ୍ଷକ ଉକ୍ତ ଯୁବତୀ ଙ୍କୁ ଡାଉଟ କ୍ଲିୟର କରିବା ପାଇଁ ଡାକିଥିଲେ ଆଉ ସେତେବେଳେ ଅନ୍ୟ କେହି ଛାତ୍ରଛାତ୍ରୀ ସେଠାରେ ନଥିଲେ। ଆଉ ତା ପରେ ଶିକ୍ଷକ ଜଣଙ୍କ ଘରର ଝରକା କବାଟ ବନ୍ଦ କରି ତାର ଦେହ କୁ ଖରାପ ଭାବରେ ଛୁଇଁ ଥିଲେ ଆଉ ଚାରିଆଡେ ହାତ ମାରିଥିଲେ। ତେବେ ଛାତ୍ରୀ ଏହାକୁ ବିରୋଧ କରିବାରୁ ତାଙ୍କୁ ଫେଲ କରି ଦେବାର ଧମକ ମଧ୍ୟ ଦେଇଥିଲେ। ତେବେ ଏହା ପରେ ଉକ୍ତ ଛାତ୍ରୀ ଜଣଙ୍କ ଘରେ ଆସି ସବୁ କହିଥିଲେ ଆଉ ଥାନା ରେ ଅଭିଯୋଗ କରିଥିଲେ।
ତେବେ ଅଭିଯୋଗ କ୍ରମେ ଉକ୍ତ ଶିକ୍ଷକ ଙ୍କୁ ପୋଲିସ ଗିରଫ କରିଛି। ମାତ୍ର ତାଙ୍କର ସ୍ତ୍ରୀ କହିଛନ୍ତି କି, ମୋ ସ୍ୱାମୀ ଙ୍କ ର କୋଚିଂ ସେଣ୍ଟର ଆଜକୁ ପ୍ରାୟ ୧୮ ବର୍ଷ ହେଲାଣି ଆଉ ସେ ଅନେକ ଛାତ୍ରଛାତ୍ରୀ ଙ୍କ ଜୀବନ ସଫଳ କରିଛନ୍ତି ସେ କେବେବି ଏହିପରି କରି ନାହାନ୍ତି ଏହିସବୁ ମିଛ କଥା ଅଟେ। ତେବେ ତାଙ୍କର ଜଣେ ପୋଡ଼ଶୀ ମଧ୍ୟ କହିଛନ୍ତି କି ବହୁତ ଦିନରୁ ଆମେ ତାଙ୍କ ସହ ରହି ଆସିଛୁ ତାଙ୍କର କେରେକ୍ଟର ଖରାପ ନୁହେଁ, ଉଲଟା ସେ ଝିଅ ର କଥାରେ ଲୋକମାନେ ତାଙ୍କୁ ବହୁତ ମାଡ଼ ମାରିଛନ୍ତି। ତେବେ ଘଟଣା ର ତଦନ୍ତ ହେବା ପରେ କିଏ ସତ କହୁଛି କିଏ ମିଛ ତାହା ସମସ୍ତ ଙ୍କ ସାମ୍ନା କୁ ଆସିବ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।