ବାଛନ୍ତୁ ଗୋଟିଏ ପାରା ଏବଂ ଜାଣନ୍ତୁ ନିଜ ବିଷୟରେ ଗୋଟେ ଖାସ କଥା… ଯେଉଁଟା ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି.. Life Style
ବନ୍ଧୁମାନେ ଆମ ଆଖ ପାଖରେ ଅନେକ ଲୋକ ଅଛନ୍ତି ତେବେ କେଉଁ ବ୍ୟକ୍ତି ର ମନ ଭିତରେ କଣ ଚାଲିଛି ତାହା ଆପଣ ଜାଣି ନଥାନ୍ତି ।ଅନେଜ ସମୟରେ ପାଖରେ ଥିବା ଲୋକଙ୍କ ମନରେ ଆପଣଙ୍କ ପ୍ରତି ଖୁବ ଖରାପ ଚିନ୍ତା ଥାଏ ।ତେବେ ଏମିତି ଲୋକ ମାଙ୍କୁ ଆପଣ ଚିହ୍ନିବେ କେମିତି,ତେବେ ତାହାର ମନର କଥା ଜାଣିବା ପାଇଁ ଆପଣ କାହାର ନାଆ କୁ ମନରେ ଭାବି ତଳେ ଥିବା 2ଟି ପାରା ମଧ୍ୟରୁ ଗୋଟିଏ କୁ ବାଛନ୍ତୁ ଆଉ ତାପରେ ସେହି ପାରା ଅନୁସାରେ ଉକ୍ତ ବ୍ୟକ୍ତିର ମନର କଥା କୁ ଜାଣନ୍ତୁ ।
ପ୍ରଥମ ପାରା ବାଛୁଥିଲେ:-
-ତେବେ ଯେଉଁ ମାନେ ପ୍ରଥମ ପାରା ଟିକୁ ବାଚୁଛନ୍ତି ତେବେ ଜାଣି ରଖନ୍ତୁ କି ସେହି ବ୍ୟକ୍ତି ଏବେ ଶାନ୍ତ ହେଇ ରହିଛନ୍ତି ।ଆଉ ଆପଣଙ୍କ ର ବାହ୍ୟ ଶତ୍ରୁ ମାନଙ୍କ ର ବିନାଶ ହେଇଛି ତେବେ ଗତ 5 ବର୍ଷ ଧରି ମନ ଭିତରୁ ଆପଣ ଅଳସୁଆ ହେଇ ଯାଇଛନ୍ତି ।ଏହା ଛଡା ଆପଣ ନିଜର କୌଣସି ପାଳିତ ପଶୁ ନେଇ ଖୁବ ଚିନ୍ତାଟେ ରହୁଛନ୍ତି ।ଖୁବ ଜଲଦି ଜ୍ୟୋତିଷ ଙ୍କୁ ଜିନ ଜାତକ ଦେଖାଇ ନିଅନ୍ତୁ ।
-ତେବେ ଏହି ବ୍ୟକ୍ତି ମିଛ ପସନ୍ଦ କରନ୍ତି ନାହିଁ ଓ ନିଜ ଜୀବନସାଥି ଠାରୁ ସଚୋଟତା ଆଶା କରନ୍ତି ।ଏହି ବ୍ୟକ୍ତିମାନେ ଖୁବ ରୋମାଣ୍ଟିକ ହେଇଥାନ୍ତି ଆଉ ଏମାନଙ୍କ ମ୍ୟାରେଜ ଲାଇଫ ଖୁବ ଭଲରେ ବିତିଥାଏ ।ଏହାଛଡା ଏହି ବ୍ୟକ୍ତିମାନଙ୍କର ହୃଦୟ ଖୁବ କୋମଳ ଯେଉଁଥି ପାଇଁ ଛୋଟ ଛୋଟ କଥାରେ ଆଖିରୁ ଲୁହ ଝରେଇ ଥାନ୍ତି । ବ୍ୟତୀତ ଆପଣ ଅନ୍ୟକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି ଆଉ ଖୁବ ଜଲଦି କାହା ସାଙ୍ଗରେ ମିତ୍ର ହେଇଯାନ୍ତି ।
ଦ୍ଵିତୀୟ ପାରା ବାଛୁ ଥିଲେ:-
-ଏହି ବ୍ୟକ୍ତିମାନେ ଧାର୍ମିକ ପ୍ରକୃତି ର ହେବା ସହିତ କାହାର ଖରାପ ଚିନ୍ତା କରି ନଥାନ୍ତି ।ଏହି ବ୍ୟକ୍ତି ଯେଉଁଠି ବି ଥିଲେ ଉନ୍ନତି କରିଥାନ୍ତି , ତେବେ ନିକରେ କୌଣସି କାମ କୁ ନେଇ ଆପଣ ଚିନ୍ତାରେ ଅଛନ୍ତି ।ହେଲେ ଆପଣ ସେହି ଚିନ୍ତା ଛାଡି ଦିଅନ୍ତୁ କାରଣ ଖୁବ ଜଲଦି ଆପଣଙ୍କ ଦୁଃଖ ଦୂର ହେବାକୁ ଯାଉଛି ।ପରିବାର ଭିତରେ ଅଶାନ୍ତି ଲାଗି ରହୁଛି ତାହାର ସମାଧାନ କଲେ ବି ତିକ୍ତତା ମନ ଭିତରେ ରହୁଛି ।
-ଏହି ଭିତରେ ଆପଣ ଖରାପ ସଙ୍ଗତ ଛାଡିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ପୁଣି କେହି ଆପଣଂକୁ ଟାଣି ନେଲା ପରି ଖରାପ କାମରେ ସାମିଲ ହେଉଛନ୍ତି ।ତେବେ ଆପଣଙ୍କ ରାଶିରେ ଶନି ଙ୍କର ପ୍ରବେଶ ହେଇଛି ସେଥିପାଇଁ ଏମିତି ଅସୁବିଧା ହେଉଛି ।ଯଦି ଆପଣ ଭଗବାନ ଙ୍କୁ ଆରାଧନା କରିବେ ଓ ଜଗନ୍ନାଥ ଙ୍କୁ ମନରେ ଚିନ୍ତା କରିବେ ତାହେଲେ ଏହି ଅସୁବିଧା ଗୁଡିକ ଦୂର ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।