Daily news update , Real odisha local news

କଲିକତାର ହାଓଡ଼ା ବ୍ରିଜ଼, ଲୁଚିଛି ଅନେକ ରହସ୍ୟ… ଯାହା ଆପଣ ଜାଣିବା ପରେ ରହସ୍ୟ ଘେର ଭିତରେ ରହିଯିବେ… ଦେଖନ୍ତୁ Video

0 216

ବନ୍ଧୁମାନେ ପୃଥିବୀ ର ଏମିତି କିଛି ଅଦ୍ଭୁତ ଦୃଶ୍ୟ ରହିଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।ଆଉ ସେମିତି ଆଶ୍ଚର୍ଯ୍ୟ ଦୃଶ୍ୟ ଗୁଡିକ ଭିତରୁ ଯେମିତି କଲିକତା ର ହାୱାଡ଼ା ବ୍ରିଜ ।ତେବେ ଦୁଇଟି ପିଲର ରୁ ଧରି ଛିଡା ହେଇଥିବା ଏହି ପୋଲ ଆଜି ପୁରା ପୃଥିବୀ ବାସୀ ଙ୍କୁ ଚକିତ କରୁଛି ।ତେବେ ଆଶ୍ଚର୍ଯ୍ୟ କର କଥା ହେଉଛି 12 ତା ବାଜିଲେ ଶୁଣା ଯାଉଛି କାହାର କାନ୍ଦିବାର ସ୍ୱର ।

ଏସବୁ ବ୍ୟତୀତ ଏମିତି ସବୁ ଆଶ୍ଚର୍ଯ୍ୟ କର ଲୋମ ଟାଙ୍କୁରା ସତ ଲୁଚିଛି ଏହି ପୋଲ ପଛରେ ଆସନ୍ତୁ ସେ ବିଷୟରେ ଜାଣିବା ।

କଲିକତା ଓ ହାୱାଡ଼ା ସହର କୁ ଯୋଡୁଥିବା ହାୱାଡ଼ା ବ୍ରିଜ,ହୁଗୁଳି ନଦୀ ଉପରେ ତିଆରି ହେଇଥିବା ଏହି ବ୍ରିଜ ଆଜକୁ 80 ବର୍ଷ ହେଇ ଗଲାଣି ।କୁହାଯାଏ କି ଏହି ଝୁଲନ୍ତା ବିଶ୍ୱର ତୃତୀୟ ଅଦ୍ଭୁତ ପୋଲ ହେଇଥିବା ବେଳେ କଲିକତା ସହର ର ଏହା ମୁଖ୍ୟ ଆକର୍ଷଣ ଅଟେ । ଯେତେବେଳେ ଦ୍ଵିତୀୟ ବିଶ୍ୱ ଯୁଦ୍ଧ ର ସମାପ୍ତ ହେଇଥିଲା 1942 ମସିହାରେ ସେତେବେଳେ ଗୋଟିଏ ବୋମା ଏହି ପୋଲ ନିକଟରେ ପଡ଼ିଥିଲା କିନ୍ତୁ ପୋଲ ର କିଛି ବି କ୍ଷତି ହେଇ ନଥିଲା ।ତେବେ ବିନା ନୋଟ,ବିନା ବୋଲଟ ରେ କେମିତି ଛିଡ଼ା ହେଇଛି ଏହି ପୋଲ ଓ ରାତିରେ କିଏ କାନ୍ଦୁଛି ଏହି ପୋଲରେ ।

ହାୱାଡ଼ା ପୋଲ ର ତିଆରିରେ 26 ହଜାର 5 ଶହ ଟନ ର ଷ୍ଟିଲ ର ବ୍ୟବହାର ହେଇଥିଲା ।ତେବେ ନଦୀ ଦୁଇ ପାଖରେ 2 ଶହ 80 ଫୁଟ ର ଦୁଇଟି ଖୁଣ୍ଟ ଉପରେ ବ୍ରିଜ ଛିଡା ହେଇଥିବା ବେଳେ ପୋଲ ମଝିରେ କୌଣସି ନଟ ଲାଗି ନାହିଁ ।ତେବେ ଦୁଇଟି ପିଲର ମଝିରେ 1500 ମିଟର ଦୂରତା ରହିଛି, ଆଉ ଏହି ପୋଲ ସେତେବେଳେ ବେଳର ଇଞ୍ଜିନିୟର ମାନଙ୍କ ର ଏକ ବଡ଼ ଅବଦାନ ଅଟେ ।ହେଲେ କୁହାଯାଏ କି ଆଜି ଯାଏ ଏହି ପୋଲ ର ଉଦଘାଟନ ହେଇ ନାହିଁ ।ତେବେ 1965 ରେ ରବୀନ୍ଦ୍ର ସେତୁ ନାଁରେ ନାମିତ କରାଯାଇଛି ଯାହା ପୋଲ ର ପ୍ରକୃତ ନାମ ଅଟେ ହେଲେ ଆଜି ବି ଲୋକେ ଏହାକୁ ହାୱାଡ଼ା ପୋଲ ହିଁ କହିଥାନ୍ତି ।

କୁହାଯାଏ କି ସେତେବେଳର ଇଞ୍ଜିନିୟର ମାନଙ୍କ କହିବା ଅନୁଯାୟୀ 12 ପରେ ଏହି ପୋଲ କୁ ବନ୍ଦ କରିବା ଉଚିତ ।ହେଲେ ଆଜି ଯାଏ ବି ଜଣା ନାହିଁ ଏହା ରାତି 12 ନା ଦିନ 12 ରେ ବନ୍ଦ ହେବ ତେଣୁ ଆଜି ବି 12ଟା ପରେ ବ୍ରିଜ ଅଳ୍ପ ସମୟ ବନ୍ଦ ରହେ ।ଏହି ପୋଲ ନିର୍ମାଣ ରେ ଅନେକ ନର ବଳି ଦିଅ ଯାଇଥିଲା ଯେଉଁ କାରଣ ପାଇଁ ଆଜି ବି ପୋଲ ରୁ କାଗର କାନ୍ଦିବାର ସ୍ୱର ଶୁଣାଯାଏ ।ତେବେ ଏହି ପୋଲ ର ଚାବି ବି ରହିଛି ଯାହା ଇଂରେଜ ମାନଙ୍କ ପାଖରେ ଅଛି, ହେଲେ କାହିଁକି ସେହି ଚାବି ଇଂରେଜ ପାଖରେ ରହିଛି ସେ ବିଷୟରେ ଜଣା ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.