Daily news update , Real odisha local news

ସାମ୍ନାକୁ ଆସିଲା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ ହଠାତ କାହିଁକି ଏମିତି ହେଲା…48 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

0 590

ବନ୍ଧୁମାନେ ଆମେ ସମସ୍ତେ ଜାଣିଛୁ କଳାକାର ହେଉଛନ୍ତି ଏକ ପ୍ରକାର ର ପଥ ପ୍ରଦର୍ଶକ, ସେମାନେ ଯେମିତି ଯାହା ବି କରିଥାନ୍ତି ସାଧାରଣ ଲୋକମାନେ ତାହାକୁ ଜଲଦି ଗ୍ରହଣ କରି ନିଅନ୍ତି ।ତେବେ ବହୁତ ସମୟରେ କଳାକାର ମନେ ନିଜ ଅଭିନୟ ମାଧ୍ୟମରେ ସମାଜ କୁ ଅନେକ ଭଲ ମେସେଜ ଦେଇଥାନ୍ତି ଆଉ ତାହା ଜଲଦି କମ୍ରେ ଆସିଥାଏ ।

ତେବେ ପିଣ୍ଟୁ ନନ୍ଦ ଯିଏ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଏମିତି କିଛି କହିଥିଲେ ତାହା ସମାଜ ପାଇଁ ଏକ ବଡ଼ ମେସେଜ ଅଟେ ।

ତେବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କମେଡିଆନ, ଖଳନାୟକ ଭାବେ ବିଭିନ୍ନ ଚରିତ୍ର ରେ ନଜର ଆସିଥିବା ପିଣ୍ଟୁ ନନ୍ଦ ଆଜି ଏହି ଦୁନିଆରେ ନାହାନ୍ତି ।ହେଲେ ବର୍ତ୍ତମାନ ମୃତ୍ୟୁ ପୂର୍ବରୁ ପିଣ୍ଟୁ ଙ୍କର ଏକ ଭିଡ଼ିଓ ଦେଖିବାକୁ ମିଳିଛି, ଯେଉଁ ଭିଡ଼ିଓରେ ସେ ହାତରେ ମଦ ଓ ସିଗାରେଟ ଧରିଛନ୍ତି ।ଆଉ ସେହି ସମୟରେ ପୁରା ଦର୍ଶକ ଙ୍କୁ ଜଣାଇଛନ୍ତି କି ଏହି କେହିବି ଏମିତି ନିଶା କରନ୍ତୁ ନାହିଁ ନହେଲେ ଜୀବନ ଖରାପ ହେଇଯିବ ।ତେବେ ପିଣ୍ଟୁ ହାତରେ ଏମିତି ସାମଗ୍ରୀ ଧରି କାହିଁକି ଏତେ ଭଲ ମ୍ୟାସେଜ ଦେଇଛନ୍ତି ତାହା ଜାଣିବା ପାଇଁ ପୁରା ଘଟଣା କଣ ନଜର ଦିଅନ୍ତୁ ।

ତେବେ ଭିଡ଼ିଓ ଟି ପିଣ୍ଟୁ ଙ୍କ ସହିତ କାମ କରୁଥିବା ପୁପିନ୍ଦର ସୋସିଆଲ ମେଡିଆରେ ସେଆର କରିଥିଲେ ।ତେବେ ଭିଡ଼ିଓ ପୋସ୍ତ କରିବା ଆଗରୁ ସେ କହିଛନ୍ତି କି ପିଣ୍ଟୁ ତାଙ୍କର ଜଣେ ହହଲ ସାଙ୍ଗ ଥିଲେ ଆଉ ସେ ଏତେ କମ ବୟସରୁ ଚାଲିଯିବେ ବୋଲି କେବେ ଆଶା କରି ନଥିଲେ ।ହେଲେ ଆଜି ତାଙ୍କର ମୃତ୍ୟୁ ପରେ ଏକ ପୁରୁଣା ଭିଡ଼ିଓ ତାଙ୍କ ପାଖରେ ରହିଛି ଯାହାକୁ ବିନା କାରଣରେ ସୋସିଆଲ ମେଡିଆରେ ପୋଷ୍ଟ କରିବାକୁ ଇଛା କରିଛନ୍ତି ।ତେବେ ଏହି ଭିଡ଼ିଓରେ ଉଭୟ ପିଣ୍ଟୁ ଓ ପୁପିନ୍ଦର ନଜର ଆସିଛନ୍ତି ଆଉ ଭିଡ଼ିଓ ଆରମ୍ଭରୁ ପୁପିନ୍ଦର କହିଛନ୍ତି କି ଆପଣଙ୍କ ପିଣ୍ଟୁ ସମସ୍ତଙ୍କୁ କିଛି ମେସେଜ ଦେବାକୁ ଚାହୁଁଛନ୍ତି ।

ଆଉ ଏହାପରେ ପିଣ୍ଟୁ ଭିଡ଼ିଓରେ ନଜର ଆସୁଛନ୍ତି ତେବେ ପିଣ୍ଟୁ କହିଛନ୍ତି କି ସେ ବର୍ତ୍ତମାନ ଏକ ସୁଟିଂ ସେଟରେ ଅଛନ୍ତି ।ଆଉ ଅଭିନୟ ପାଇଁ ସେ ହାତରେ ନକଲି ମଦ ଗ୍ଲାସ ଓ ଅସଲି ସିଗାରେଟ ଧରିଛନ୍ତି ।ପିଣ୍ଟୁ ଭିଡିଓ ଟିରେ କହିଛନ୍ତି କି ତାଙ୍କୁ ଏମିତି ସୁଟିଂ ପାଇଁ କରିବାକୁ ପଡୁଛି କିନ୍ତୁ ଏହା କୌଣସି ପ୍ରୋତ୍ସାହନ ଦେବା କାମ ନୁହେଁ ।କେହି ବି ନିଶା ପିଅନ୍ତୁ ନାହିଁ ଆଉ ଶାନ୍ତିରେ ଜୀବନ ବିତାନ୍ତୁ, ତେବେ ପୁପିନ୍ଦର ପିଣ୍ଟୁ ଙ୍କୁ ମନେ ପକାଉଥିବା ବେଳେ ଏହି ଭିଡ଼ିଓ ଟିକୁ ସୋସିଆଲ ମେଡ଼ିଆରେ ପୋଷ୍ଟ କରିଛନ୍ତି ।ତେବେ ସତରେ ପିଣ୍ଟୁ ମୃତ୍ୟୁ ପୂର୍ବରୁ କେତେ ଭଲ ମେସେଜ ଟିଏ ଦେଇଛନ୍ତି ଦୁନିଆ ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.