Daily news update , Real odisha local news

SPECIAL ସରକାରଙ୍କ ବଡ ନିଷ୍ପତି ! ଦୁଷ୍କର୍ମ କାରୀଙ୍କୁ ମିଳିବନି ଆଉ ତ୍ରାହି, ଯେଉଁମାନେ ଦୁଷ୍କର୍ମ କରୁଛନ୍ତି ସେମାନଙ୍କୁ ଇଂଜେକସନ ଦେଇ ନପୁଂସକ କରାଯିବ, ଏମିତି ଆଇନ କରି ଉଦାହରଣ ପାଲଟିଛନ୍ତି ସରକାର

0 477

ବନ୍ଧୁମାନେ ବର୍ତ୍ତମାନ ଦୁନିଆରେ ଦେଖୁଥିବେ କେମିତି ଅପରାଧ ବଡିବାରେ ଲାଗୁଛି, ମଣିଷ ନିଜର ମାନବିକତା ଭୁଲି ପଶୁ ଠାରୁ ବି ହିଁ କାମ କରିବାକୁ ଟିକିଏ ପଛଘୁଞ୍ଚା ଦେଉ ନାହିଁ ।ଆଉ ଏମିତି ଦୋଷୀ ମାଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ଆଇନ ବହୁତ ସମୟରେ ଅନେକ କଡା ନିଷ୍ପତ୍ତି ମାଁ ଗ୍ରହଣ କରୁଛି ।

ହେଲେ ଏତେ ସବୁ ପରେ ବି ଆଜିର ସମାଜରେ ଝିଅ ଟିଏ କୋଉଠି ବି ସୁରକ୍ଷିତ ନୁହେଁ ।ପ୍ରତ୍ୟେକ ଦିନ କୋଉଠି ନ କୋଉଠି ଝିଅ ଟିଏ ଦୁଷ୍କର୍ମ ର ଶିକାର ହେଉଛି, ଆଉ ତାପରେ ସେହି ଝିଅର ଜୀବନ ପୁରା ନଷ୍ଟ ହେଇ ଯାଉଛି ।ହେଲେ ଏଣିକି ସରକାର ଙ୍କର ବଡ଼ ଘୋଷଣା, ଦୁଷ୍କର୍ମ କଲେ ମିଳିବ ନପୁଂସକ ଇଞ୍ଜେକ୍ସନ ।

ତେବେ ଝିଅ ଟିଏ ବିନା ଦୋଷରେ ଦୁଷ୍କର୍ମ ର ଶିକାର ହୁଏ ଆଉ ତାପରେ ଝିଅ ଟିଏ ଦୁନିଆ ଆଗରେ ମୁଣ୍ଡ ଉଠେଇ ଚାଲିବା କଷ୍ଟ ହେଇଯାଏ ।ହେଲେ ସେହି ଦୁଷ୍କର୍ମ କାରୀ ପୁରା ସ୍ୱାଧୀନ ଭାବେ ବଞ୍ଚିଥାଏ ତାଙ୍କୁ କେହି କିଛି କହନ୍ତି ନାହିଁ ଓ ତାଙ୍କୁ ଯେତେ ଦଣ୍ଡ ଦେଲେ ବି କିଛି ଫରକ ଆସେ ନାହିଁ ।ହେଲେ ଏଣିକି ଯେଉଁ ନିୟମ ଲାଗୁ ହେଇଛି ତାହା ଶୁଣିଲେ ବ୍ୟକ୍ତି ଡରିବେ ଦୁଷ୍କର୍ମ କରିବାକୁ ।ତେବେ 12018 ମସିହାରେ କାଜକୀସ୍ଥାନ ସରକାର ଙ୍କ ଦ୍ଵାରା ନୂଆ ନିୟମ ଲାଗୁ ହେଇଚି କି ଯେ କେହି ବି ଦୁଷ୍କର୍ମ କଲେ ତାଙ୍କୁ ଆଜୀବନ ନପୁଂସକ କରିବା ପାଇଁ ଇଞ୍ଜେକ୍ସନ ଦିଆଯିବ ।

ସୂଚନା ଅନୁସାରେ ଏହି ନପୁଂସକ ଇଞ୍ଜେକ୍ସନ Cyproterone ନାମକ ଷ୍ଟେରଏଡ କୁ ଆଣ୍ଟିଏଣ୍ଟ୍ରୋଜେନ୍ ଔଷଧ ରହିଛି ଯାହାକୁ ବ୍ୟବହାର କରି ଦୋଷୀ ନପୁଂସକ କରାଯାଏ ।ଏହି ଇଞ୍ଜେକ୍ସନ ଦେବା ମାତ୍ରେ କେହି ବ୍ୟକ୍ତି ଜୀବନରେ କେବେ ବାପା ହେଇ ପାରବେ ନାହିଁ ।ତେବେ ଏହି ନିୟମ କେବଳ ଲାଗୁ ହେଇ ନାହିଁ ବରଂ କାର୍ଯ୍ୟକାରୀ ବି ହେଇଛି,ଏହି ନିୟମ ଲାଗୁ ହେବାର କିଛିଦିନ ପରେ ଜଣେ 16 ବର୍ଷ ଯୁବତୀ ଙ୍କୁ ଦୁଷ୍କର୍ମ କରାଯାଇଥିଲା ।ଆଉ ଏହାପରେ ଦୋଷୀ କୁ 15 ବର୍ଷ ଜେଲ ଦଣ୍ଡ ମିଳିବା ସହିତ ତାଙ୍କୁ ଏହି ନପୁଂସକ ଇଞ୍ଜେକ୍ସନ ଦିଆ ଯାଇଥିଲା ।

ତେବେ ବାସ୍ତବରେ ଏହି କାଜକିସ୍ଥାନ ସରକାର ଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଏହି ନିୟମ ଖୁବ ପ୍ରଶଂସନୀୟ ଅଟେ ।ଏମିତି ନିୟମ ଲାଗୁ ହେବା ଫଳରେ କେହି ବି ବ୍ୟକ୍ତି ଦୁଷ୍କର୍ମ କରିବା ଆଗରୁ ବହୁତ ଥର ଚିନ୍ତା କରିବ ।ତେବେ ଯଦି ଭାରତ ସରକାର ବି ଏମିତି ଯଦି କିଛି କଠୋର ଦଣ୍ଡ ଲାଗୁ କରିବେ ଦୁଷ୍କର୍ମକାରୀ ଙ୍କ ପାଇଁ ତାହେଲେ ଭାରତରେ ବି ଦୁଷ୍କର୍ମ ହେବା ନିହାତି କମିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.