Daily news update , Real odisha local news

ରାମ ନବମୀରେ ବଡ଼ ଅଘଟଣ, ମନ୍ଦିରରେ ଲାଗିଲା ଭୟଙ୍କର ନିଆଁ ହୁତୁ ହୁତୁ ହୋଇ ଜଳିଲା – ଦେଖନ୍ତୁ ଭିଡିଓ

0 899

ଆଜି ହେଉଛି ପବିତ୍ର ରାମ ନବମୀ, ମନ ରେ ଭକ୍ତି ନେଇ ହଜାର ହଜାର ଭକ୍ତ ରାମ ମନ୍ଦିର ରେ ରାମ ଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ବେଶ ହସ ଖୁସିରେ ଭକ୍ତ ଙ୍କ ଭିଡ଼ ରେ ମନ୍ଦିର ଉଠୁଥିଲା ପଡୁଥିଲା ।ମାତ୍ର ଦେଖୁ ଦେଖୁ ସବୁ କିଛି ଉଲଟ ପାଲଟ ହୋଇଗଲା ଶାନ୍ତି ଓ ଭକ୍ତି ରେ ଭରି ଉଠି ଥିବା ମନ୍ଦିର ହାହାକାର ରେ ଭରି ଗଲା। ଆଉ ମନ୍ଦିର ଟି ହୁ ହୁ ହୋଇ ଏହିପରି ଜଳିବା କୁ ଲାଗିଲା କି ଭକ୍ତ ମାନେ ନିଜ ଜୀବନ ବଞ୍ଚେଇବା କୁ ଏପଟ ସେପଟ ଦୌଡି ବାକୁ ଲାଗିଲେ।

ତେବେ ପବିତ୍ର ରାମ ନବମୀ ରେ ଏହିପରି ଅଘଟଣ ଘଟିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ କହିବେ ହେ ମହାପ୍ରଭୁ ଆମ କୁ ରକ୍ଷା କରନ୍ତୁ ବୋଲି। ତେବେ ଏହି ଘଟଣା ଟି ଘଟିଛି ଆନ୍ଦ୍ର ପ୍ରଦେଶ ର ଏକ ରାମ ମନ୍ଦିର ରେ। ଯେଉଁ ଠାରେ ରାମ ନବମୀ ପାଇଁ ପୁରା ମନ୍ଦିର ଭିଡ ହୋଇଥିବା ବେଳେ ହଠାତ ମନ୍ଦିର ରେ ନିଆଁ ଲାଗି ଯାଇଥିଲା। କେହି କିଛି ଭାବି ବା ଆଗରୁ ପୁରା ମନ୍ଦିର ହୁ ତୁ ହୁତୁ ହୋଇ ଜଳି ଗଲା।

ତେବେ ସୂଚନାଯୋଗ୍ୟ ଯେ, ଆନ୍ଦ୍ର ପ୍ରଦେଶ ର ଏହି ରାମ ମନ୍ଦିର ରେ ଲୋକଙ୍କ ଭିଡ଼ ହୋଇଥିବା ଏବଂ ଭକ୍ତି ରେ ମନ୍ଦିର ଭରି ଉଠି ଥିଲା। ଆଉ ଏହି ସମୟ ରେ ମନ୍ଦିର ଭିତରେ ନିଆଁ ଲାଗିଗଲା। ତେବେ ମନ୍ଦିର ଭିତରେ ସର୍ଟ ସର୍କକଟି ଯୋଗୁଁ ନିଆଁ ଲାଗି ଯାଇଥିଲା। ତେବେ ସଂଗେ ସଂଗେ ନିଆଁ ଟି ହୁ ହୁ କରି ମାଡି ଗଲା ଆଉ ମନ୍ଦିର ଉପରେ ନିଆଁ ଜଳି ଗଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ କି କେତେ କ୍ଷୟ କ୍ଷତି ମନ୍ଦିର ର ହୋଇଛି ବୋଲି। ତେବେ ନିଆଁ କି ନିୟନ୍ତ୍ରଣ କରିବା ପାଇଁ ସଂଗେ ସଂଗେ ସେଠାରେ ଆସି ପହଁଚି ଥିଲା ।

ମାତ୍ର ନିଆଁ ର ପ୍ରକପ କୁ ନିୟନ୍ତ୍ରଣ କରିବା ବହୁତ କଷ୍ଟ ହୋଇଥିଲେ ମାତ୍ର ବହୁତ କଷ୍ଟ ପରେ ନିଆଁ କୁ ନିୟନ୍ତ୍ରଣ କରିଥିଲା। ତେବେ ରାମ ନବମୀ ଭଳି ପବିତ୍ର ଦିନ ରେ ରାମ ମନ୍ଦିର ରେ ନିଆଁ ଲାଗିବା ନିହାତି ଏକ ଅଶୁଭ ସଂକେତ ଅଟେ। ତେବେ ଆନ୍ଦ୍ର ପ୍ରଦେଶ ର ଏହି ଅଘଟଣ ଘଟିବା ସମସ୍ତ ଙ୍କୁ ଭୟଙ୍କର କରି ଦେଇଛି। ତେବେ ଏହାର ଏକ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆପଣ ମଧ୍ୟ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ଦେଖନ୍ତୁ, ଦେହ ଶୀତେଇ ଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.