ବନ୍ଧୁଗଣ ରାଜନୀତି ଏହିପରି ଏକ ନିଶା ଅଟେ ଯାହା ଆଗରେ ଜଣେ ବ୍ୟକ୍ତି ନିଜ ଭାଇ , ଭଉଣୀ କିମ୍ବା ପରିବାର କାହାକୁ ବି କେୟାର କରେ ନାହିଁ। ତେବେ ବର୍ତ୍ତମାନ ସେହିଭଳି ପରିସ୍ଥିତି ଦେଖା ଦେଇଛି ଝାଡ଼ସୁଗୁଡା ର ଉପନିର୍ବାଚନ କୁ ନେଇ। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ , ଆମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି ତେବେ ASI ଗୋପାଳ ଦାସ ଙ୍କ ଗୁଳି ମାଡ଼ ରେ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି।
ତେବେ ଏହା ପରେ ତାଙ୍କର ସ୍ଥାନ ପୂରଣ କରିବା ପାଇଁ ଖୁବ ଶୀଘ୍ର ଉପନିର୍ବାଚନ ହେବା କୁ ଯାଉଛି।ତେବେ କିନ୍ତୁ ସବୁଠାରୁ ବଡ଼ କଥା ଏହା ରହିଛି କି ,
ମୃତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ ରେ ପରିବାର ଲୋକଙ୍କ ଆଖିରେ ଲୁହ ଶୁଖିବା ପୂର୍ବରୁ ବର୍ତ୍ତମାନ ନିର୍ବାଚନ ରେ ଲଢେଇ କରିବାର ସମୟ ଆସିଛି। ତେବେ ଯାହା ପ୍ରାଥମିକ ସ୍ତର ରୁ ଜଣା ପଡ଼ିଛି କି , ନବ ଦାସ ଙ୍କ ପରେ ତାଙ୍କର ଝିଅ ଦୀପାଲି ଝାଡ଼ସୁଗୁଡା କଁଷ୍ଟିଚ୍ୟୁଏନି ରୁ ଝିଡା ହେବା କୁ ଯାଉଛନ୍ତି ଏବଂ ବାପା ଙ୍କ ସ୍ୱପ୍ନ କୁ ପୁରା କରିବାକୁ ଯାଉଛନ୍ତି ବୋଲି। ମାତ୍ର ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ସତ ମିଛ ର ଏହି ଖେଳ ରେ ଫସିଯିବେନି ତ ନବ ଦାସ ଙ୍କ ଝିଅ ଦୀପାଲି।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ଟଳି ପଡିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା। ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ନବ ଦାସ ଙ୍କର ମୃତ୍ୟୁ ପରେ ଝାଡ଼ସୁଗୁଡା ର କଁଷ୍ଟିଚ୍ୟୁଏନି ଏବେ ଖାଲି ପଡ଼ିଛି ଏବଂ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉପନିର୍ବାଚନ ମଧ୍ୟ କରିବାକୁ ଯାଉଛନ୍ତି। ତେବେ ବର୍ତ୍ତମାନ ସୁଧା ଜଣା ପଡି ନାହିଁ କି ନବୀନ ପଟ୍ଟନାୟକ କାହାକୁ ଟିକେଟ ଦେବେ ମାତ୍ର ଅନୁମାନ କରାଯାଉଛି କି ବାପା ଙ୍କ ପରେ ତାଙ୍କର ଝିଅ ଦୀପାଲି ଦାସ ଙ୍କୁ ଏହି ଟିକେଟ ମିଳି ପାରେ ବୋଲି। ତେବେ ସମୟ କହିବ ଉପନିର୍ବାଚନ ରେ ଟିକେଟ କିଏ ନେବ ନା ଏହି ନିର୍ବାଚନ କୁ ନେଇ ଭାଇ ଭଉଣୀ ମଧ୍ୟରେ ବିବାଦ ଆସିବ ନା ମିଛ ସତ ର ଏହି ଖେଳ ରେ ଫସିଯିବେ ଦୀପାଲି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।