ବନ୍ଧୁମାନେ ବର୍ତ୍ତମାନ ସମୟରେ ଆମ ଶରୀର ରେ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି ।ଆଉ ସେମିତି ମହିଳା ମାନଙ୍କ ଶରୀର ରେ ବି ବହୁତ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳୁଛି ।ତେବେ ବହୁତ ସମୟରେ ମହିଳା ମାନଙ୍କ ର ପିରିୟଡ଼ କୁ ନେଇ ଅନେକ ସମସ୍ୟା ଆସୁଥିବାର ଦେଖିବାକୁ ମିଳୁଛି ଆଉ ଏଥିପାଇଁ ପ୍ରେଗନେନ୍ସି ବି ଅସୁବିଧା ହେଉଛି ।
ତେବେ ଜଣେ ନାରୀ କେତେବେଳେ ଆଉ କେମିତି ଜାଣିବେ କି ତାଙ୍କର ପିରିୟଡ଼ ରେ ଅସୁବିଧା ହେଉଛି ଯେଉଁଥି ପାଇଁ ଅଣ୍ଡା ଠିକରେ ତିଆରି ହେଉ ନାହିଁ ।ତେବେ ଏହା ଜାଣିବା କଷ୍ଟ ହେଇଥିଲେ ବି ଆମେ ଆଜି ଆପଣଂକୁ 3ଟି ଲକ୍ଷଣ ବିଷୟରେ ବତାଇବୁ ଯାହାକୁ ଜାଣିଲେ ଆପଣ ଜାଣିପାରିବେ ପିରିୟଡ଼ ରେ କେତେବେଳେ କଣ ସମସ୍ୟା ଆସୁଛି ।
ବିଶେଷ ଭାବରେ କହିବାକୁ ଗଲେ ଆମେ ଆଜି ମୁଖ୍ୟତଃ 3ଟି ଲକ୍ଷଣ କଥା ଖୀବୁ ଯାହା ପ୍ରତ୍ୟେକ ମହିଳାଙ୍କ ପାଖରେ ଦେଖିବାକୁ ମିଳିଥାବ ଆଉ ଏଥିରେ ବିଚ୍ୟୁତ ହେଲେ ସେମାନେ ନିଜେ ପିରିୟଡ଼ ଅସୁବିଧା ହେଉଛି ବୋଲି ଜାଣିପାରିବେ ।ତେବେ ଆସନ୍ତୁ ସେହି 3ଟି ଲକ୍ଷଣ ବିଷୟରେ ଆଲୋଚନା କରିବା ।
1.ଇ ରେଗୁଲାର ପିରିୟଡ଼:-
ତେବେ ବର୍ତ୍ତମାନ ଇ ରେଗୁଲାର ପିରିୟଡ଼ ସମସ୍ୟା ବହୁତ ଜଣକ ପାଖରେ ଦେଖିବାକୁ ମିଳୁଛି ।କିନ୍ତୁ ଯେତେବେଳେ ପିରିୟଡ଼ 21 ଦିନ ରୁ କମ ବ୍ୟବଧାନ ଓ 35 ଦିନ ରୁ ଅଧିକ ବ୍ୟବଧାନ ରେ ଆସିଥାଏ ତାହାକୁ ଇରେଗୁଲାର ପିରିୟଡ଼ କୁହାଯାଏ ।ଆଉ ଏମିତି ପିରିୟଡ଼ ହେଉଥିଲେ ଜାଣିବେ ଆପଣଙ୍କ ଅଣ୍ଡା ଠିକରେ ଗ୍ରୋଥ ହେଉନାହିଁ ।ତେଣୁ ଏଥିପାଇଁ ଆପଣ ଜଲଦି କୌଣସି ଘରୋଇ ଚିକିତ୍ସା କରି ପିରିୟଡ଼ କୁ ରେଗୁଲାର କରନ୍ତୁ ।
2.ବ୍ଲିଡୀଂ ଠିକ ସମୟରେ ନହେଲେ:-
ବହୁତ ସମୟରେ କିଛି ମହିଳା ଙ୍କର ଖୁବ କମ ବ୍ଲିଡୀଂ ହେଇଥାଏ ତାହା ଗୋଟିଏ ରୁ ଦୁଇ ଦିନ ଆଉ ଏଥିରେ ପିରିୟଡ଼ ବ୍ଲିଡୀଂ ପରି ଜମା କିଛି ହୁଏ ନାହିଁ ।ଅନ୍ୟ ଏକ କେଶରେ କିଛି ମହିଳାଙ୍କର ଅଧିକ ବ୍ଲିଡୀଂ ହେଇଥାଏ, ଆଉ ତାହା 7 ଦିନ ରୁ ଅଧିକ ଦିନ ଯାଏ ।ତେବେ କମ ବ୍ଲିଡୀଂ ହେଉଥିଲେ ଜାଣିବେ ଆପଣଙ୍କ ଶରୀର ରେ ପ୍ରୋଟିନ ର ଖୁବ ଅଭାବ ରହୁଛି ।ଏବଂ ଅଧିକ ବ୍ଲିଡୀଂ ହେଉଥିଲେ ଆପଣଙ୍କ ଶରୀର ରେ ହରମୋନ ଠିକରେ ଗତଥ ହେଉନାହିଁ ।ତେଣୁ ଜଲଦି ଏ ବିଷୟରେ ଚିକିତ୍ସା କରିବା ଉଚିତ ।
3.ସରଭାଇକଲ ମ୍ୟୁକସ:-
ତେବେ ମହିଳା ମାନଙ୍କର ପିରିୟଡ଼ ମଝିରେ ମଝିରେ କିଛି ଲାଳ ପରି ଦିସଚାର୍ଜ ହେଇଥାଏ ।ଆଉ ଏମିତି ନହେଉଥିଲେ ବି ଆପଣ ଜାଣିବେ ଅଣ୍ଡା ଠିକରେ ଗ୍ରୋଥ ହେଉ ନାହିଁ ।ତେବେ ଏହି ସମସ୍ୟା ଗୁଡିକ ଆପଣ ଜଲଦି ଜାଣିବା ପରେ ଚିକିତ୍ସା କରି ନିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।