Daily news update , Real odisha local news

ଗୋଟିଏ ରାତି ଏମିତି କରି ଲଗେଇ ଦିଅ ଦେଖିବେ ସଖାଳୁ ଆପଣଙ୍କୁ ନିଜ ଘର ଲୋକ ଦେଖି ଚକିତ ହେଇଯିବେ…

0 1,057

ଆଜିର ସମୟରେ ସମସ୍ତେ ନିଜ ନିଜ ସୌନ୍ଦର୍ଯ୍ୟ ଉପରେ ବହୁତ ଅର୍ଥ ବ୍ୟୟ କରିବାରେ ଲାଗିଛନ୍ତି।ଦିନକୁ ଦିନ କସମେଟିକ ସାମଗ୍ରୀ ଗୁଡିକର ଚାହିଦା ବି ବଡିବାରେ ଲାଗିଛି ।ତେବେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି କି ନାରୀ କି ପୁରୁଷ ହୁଅନ୍ତୁ ସମସ୍ତେ ଗୋରା ବା ତ୍ୱଚାରେ ଉଜ୍ଜ୍ୱଳତା ଆଣିବା ପାଇଁ ବହୁତ ପ୍ରୟାସ କରିଥାନ୍ତି ।ତେବେ ଆପଣ ବହୁତ ପ୍ରକାରର ପସାଦନ ସାମଗ୍ରୀ ବ୍ୟବହାର କରୁଥିବେ ଏଥିପାଇଁ କିନ୍ତୁ ଆମେ ଆଜି ଆମେ ଏମତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାର ବ୍ୟବହାର ମାତ୍ରକେ ଆପଣ ଚମତ୍କାର ଦେଖି ପାରିବେ ନିଜ ତ୍ୱଚାରେ ।

ତେବେ ଆସନ୍ତୁ ଜାଣିବା ସେହି ଉପଚାର କଣ ଓ କେମିତି ତାହାର ବ୍ୟବହାର କରିବେ ନିଜ ତ୍ୱଚାରେ ।ଏବେ ଆପଣ ମାନଙ୍କ ଭିତରୁ କେହି ବି ନିଜ ଫେସରେ ଚମକ ଆଣିବାକୁ ଚେଷ୍ଟା କରୁଛନ୍ତି ଏହି ଉପାୟକୁ ବ୍ୟବହାର କରିପାରିବେ ।ତେବେ ଏଥିରେ କିଛି ସାଇଡ ଇଫେକ୍ଟ ବି ନାହିଁ କାରଣ ଏହା ସମ୍ପୂର୍ଣ୍ଣ ଘରୋଇ ଉପଚାର ଅଟେ ଓ ଘରୋଇ ସାମଗ୍ରୀରେ ପ୍ରସ୍ତୁତ କରାଯାଇଛି ।

ଆବଶ୍ୟକ ସାମଗ୍ରୀ:-

-ଅଟା
-ହଲଦୀଗୁଣ୍ଡ
-ଭିଟାମିନ୍ E କ୍ୟାପସୁଲ୍
-ଲେମ୍ବୁ
-ଗୋଲାପ ଜଳ
-ଭିଟାମିନ୍ E କ୍ୟାପସୁଲ୍

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

– ଏହି ରିମେଡି ବା ଘରୋଇ ଉପଚାର ପ୍ରସ୍ତୁତି କରିବା ପାଇଁ ପ୍ରଥମେ ଏକ ଚାମୁଚ ଅଟା ନିଅନ୍ତୁ ଗୋଟିଏ ପାତ୍ରରେ ।ତାପରେ ସେହି ପାତ୍ରରେ ଅଧା ଚାମୁଚ ହଲଦୀଗୁଣ୍ଡ ନିଅନ୍ତୁ, ତାପରେ ୧୦ ରୁ ୧୨ବୁନ୍ଦା ଲେମ୍ବୁର ରସ ସେଥିରେ ମିଶାନ୍ତୁ ।ଏବେ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଭିଟାମିନ୍ E କ୍ୟାପସୁଲ୍ ନେଇ ସେଥିରେ ମିଶାନ୍ତୁ ଓ ଶେଷରେ କିଛି ଗୋଲାପ ଜଳ ମିଶାନ୍ତୁ ଓ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।ତେବେ ଗୋଲାପ ଜଳ ଅଳ୍ପ ଅଳ୍ପ କରି ମିଶାଇବେ ଓ ସବୁକୁ ଭଲ ଭାବରେ ଗୋଳେଇ ଏକ ପେଷ୍ଟ ତିଆରି କରିବେ ।

ରିମେଡିର ବ୍ୟବହାର:-

-ତେବେ ଆପଣ ଗାଧେଇବାର 5ରୁ 10 ମିନିଟ ପୂର୍ବରୁ ଆଜି ନିଜ ଫେସକୁ ଧୋଇ ଦିଅନ୍ତୁ ତାପରେ ଏହି ପେଷ୍ଟକୁ ହାତରେ ନେଇ ଭଲ ଭାବରେ ନିଜ ଫେସରେ ଲଗାନ୍ତୁ ।ଆଉ ଗାଧେଇବା ସମୟରେ ଆପଣ ନିଜ ଫେସକୁ ଭଲ ପାଣିରେ ଧୋଇ ଦେବେ ।ଆଉ ଏହିପରି ଲଗାତର କରି ଦେଖନ୍ତୁ କେମିତି ଦିନକୁ ଦିନ ଫେସରେ ଗ୍ଲୋ ବଡିବାରେ ଲାଗିବ ।

ଉପକାରୀତା:-

-ତେବେ ଏହି ପେଷ୍ଟ କୁ ବ୍ୟବହାର କରିବା ଦ୍ୱାରା ହଳଦୀରେ ଥିବା ଇନଫ୍ଲାମେଣ୍ଟରି ଏବଂ ଆଣ୍ଟି ଅକ୍ସିଡେଣ୍ଟ ପ୍ରପୋଟିଜ୍ ସ୍କିନ କୁ ବ୍ରାଇଟେନ କରିବା ସହିତ ସ୍କିନର କମ୍ପେଲେକ୍ସନକୁ ଲାଇଟେନ୍ କରିବାରେ ସାହାଯ୍ୟ କରିଥାଏ ।ଏହା ବ୍ୟତୀତ ସ୍କିନରେ ଥିବା ପିଗମିଟେସନ୍ ,ଏକନିକ୍, ପିମ୍ପଲ୍ ଏସବୁକୁ ରିମୋଭ କରିବାରେ ବହୁତ ଅଧିକ ସାହାଯ୍ୟ କରିଥାଏ ଓ ତ୍ୱଚାରେ ଉଜ୍ଜ୍ଵଳତା ବଡାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.