ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ କଡା ନିର୍ଦେଶ ରାଜ୍ୟର ସବୁ ସ୍କୁଲ, ଅଙ୍ଗନବାଡ଼ି ପୁଣି ବଦଳିଲା ସ୍କୁଲ ଖୋଲିବା ସମୟ
ଓଡିଶା ସରକାର ଙ୍କ ପକ୍ଷରୁ ଆସିଲା ନୂଆ ସୂଚନା, ପୁଣି ଥରେ ବିଦ୍ୟାଳୟ ର ଛୁଟି ଖୋଲିବା କୁ ନେଇ ଲାଗୁ ହୋଇଛି ନୁଆ ନିୟମ ଯାହାକୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ରାଜ୍ୟ ରେ ଅତ୍ୟଧିକ ଖରା ହେବା କାରଣ ରୁ ରାଜ୍ୟ ସରକାର ରାଜ୍ୟ ର ସମସ୍ତ ବିଦ୍ୟାଳୟ ଗୁଡିକୁ ଏପ୍ରିଲ ୧୨ ରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦେଇଥିଲେ। ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ରେ ଖରା ର ତାପ ରେ ସେହିପରି କୌଣସି ପରିବର୍ତ୍ତନ ନାହିଁ।
ତେବେ ବର୍ତ୍ତମାନ ର ପରିସ୍ଥିତି କୁ ସାମ୍ନା ରେ ରଖି , ଉଚ୍ଚ ଶିକ୍ଷା ବିଭାଗ ତଥା ରାଜ୍ୟ ସରକାର ସ୍କୁଲ ଛୁଟି କୁ ନେଇ ନୂଆ ସୂଚନା ଦେଇଛନ୍ତି। ତେବେ ଆପଣ ମାନେ ମଧ୍ୟ ଦେଖୁଥିବେ କି ବର୍ତ୍ତମାନ ରାଜ୍ୟ ରେ କିଭଳି ଭାବରେ ଅଧିକ ରୁ ଅଧିକ ଗରମ ଅନୁଭୂତି ହେଉଛି ଏବଂ ଖରା ଏତେ ଅଧିକ ମାତ୍ରାରେ ହେଉଛି କି ଘରୁ ବାହାର କୁ ଗୋଡ଼ କାଢ଼ିବା କୁ ଭୟ ଲାଗୁଚି। ତେବେ ଏହି ସମୟ ରେ ଛୋଟ ଛୋଟ ପିଲା ଙ୍କୁ ବିଦ୍ୟାଳୟ କୁ ଆସି ୧୦ ଘଟିକା ରୁ ୪ ଘଟିକା ପର୍ଯ୍ୟନ୍ତ ରହିବା ନିଶ୍ଚିତ ଭାବରେ କଷ୍ଟ ଦାୟକ ଏବଂ ବିପଦ ପୂର୍ଣ୍ଣ ଅଟେ।
ତେବେ ଏହି ସବୁ କୁ ନଜର ରେ ରଖି ରାଜ୍ୟ ସରକାର , ଏପ୍ରିଲ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ତଥା ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବନ୍ଦ ରଖାଯାଇଥିଲା। ତେବେ କିନ୍ତୁ ୧୬ ତାରିଖ ପର୍ଯ୍ୟନ୍ତ ମଧ୍ୟ ଖରା ରେ କୌଣସି ପରିବର୍ତ୍ତନ ଦେଖା ଯାଇ ନାହିଁ ଯାହାକୁ ନଜର ରେ ରଖି ରାଜ୍ୟ ସରକାର ଘୋଷଣା କରିଛନ୍ତି କି ଏପ୍ରିଲ ୧୭ ତାରିଖ ଠାରୁ ସମସ୍ତ ବିଦ୍ୟାଳୟ ସକାଳ ୬ ରୁ ୧୦ ପର୍ଯ୍ୟନ୍ତ ହେବ ବୋଲି। ତେବେ ସରକାର ଙ୍କ ଏହି ନିୟମ ବର୍ତ୍ତମାନ ସ୍କୁଲ ମାନଙ୍କ ରେ ଲାଗୁ କରାଯାଇଛି।
ତେବେ କିନ୍ତୁ ଏହା ମଧ୍ୟ ସୂଚନା ରହିଛି କି ଯଦି ଆଗରୁ ତାପମାତ୍ରା ଏହିପରି ରହେ କିନ୍ତୁ ବୃଦ୍ଧି ହୁଏ ତେବେ ପରିସ୍ଥିତି ଅନୁସାରେ ବିଦ୍ୟାଳୟ ଏହିପରି ଖୋଲା ରହିବ କିମ୍ବା ବନ୍ଦ ରହିବ ତାହାକୁ ନେଇ ସମୟ ଅନୁସାରେ ସୂଚନା ରହିବ। ତେବେ ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି। ତେବେ ସରକାର ଙ୍କ ର ଏହି ନୂଆ ନିୟମ କୁ ନେଇ ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି ,ତେବେ ଆପଣ ମାନେ ସରକାର ଙ୍କ ଏହି ନିୟମ କୁ ନେଇ କଣ ମତାମତ ରହିଛି ତାହାକୁ ନେଇ ନିଶ୍ଚିତ ଭାବରେ ମତ ଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।