ଗର୍ଭାବସ୍ଥା ରେ ଶାରୀରିକ ସଂପର୍କ ରଖିବେ ନା ନାହିଁ!! ଗର୍ଭାବସ୍ଥା ରେ ଶାରୀରିକ ସଂପର୍କ ରଖିବେ ନା ନାହିଁ!! Relation during pregnancy
ବନ୍ଧୁମାନେ ପ୍ରେଗନେନ୍ସି ପିରିୟଡ଼ ନାରୀ ମାନଙ୍କ ଜୀବନର ଏକ ଏମିତି ସମୟ ଯେଉଁ ସମୟରେ ନାରୀ ଅନେକ ନୂଆ ଅନୁଭୂତି କରିଥାଏ ।ସେହି ସମୟରେ ନାରୀ କୁ ବୁଝିବା ପୁରୁଷ ଙ୍କ ପକ୍ଷରେ ଅସମ୍ଭବ ହେଇପଡ଼େ, ତେବେ ଏହି ସମୟରେ ନାରୀ ଆସୁଥିବା ପରିବର୍ତ୍ତନ ପାଇଁ ଅନେକ ରିଲେଶନ ରେ ତିକ୍ତତା ଆସିଥାଏ ।
ତେବେ ଅନେକ ସମୟରେ କଣ ହୁଏ କି ସ୍ୱାମୀ ସ୍ତ୍ରୀ ଜାଣି ନଥାନ୍ତି ସେମାନେ ରିଲେଶନ ରଖି ପାରିବେ କି ନାହିଁ ।ଆଉ ଏହା ଇଛା ପୁରୁଣ ନହେଲେ ବି ସ୍ୱାମୀ ସ୍ତ୍ରୀ ସମ୍ପର୍କ ଖୁବ ଖରାପ ମୋଡ଼ କୁ ଚାଲିଯାଏ ।ତେବେ ବନ୍ଧୁମାନେ ପ୍ରେଗନେନ୍ସି ସମୟରେ ରିଲେଶନ ରଖିବା କେତେଦୂର ଠିକ ଆସନ୍ତୁ ସେ ବିଷୟରେ ଜାଣିବା ।
ପ୍ରଥମ କଥା କି ଆପଣ ପ୍ରେଗନେନ୍ସି ସମୟରେ ରିଲେଶନ ରଖି ପାରିବେ, ହେଲେ ଏ ନେଇ ବି ଅନେକ କଥା ଗୁଡିକ ପ୍ରତି ଧ୍ୟାନ ଦେବା ଦରକାର ନହେଲେ ବହୁତ ଦୁର୍ଘଟଣା ବି ଘଟିଥାଏ ।ତେବେ କୋଉ ପ୍ରେଗନେନ୍ସି ରେ କେମିତି ରିଲେଶନ ରଖିବେ ସେ ବିଷୟରେ ବିସ୍ତୃତ ଭାବରେ ଜାଣିବା ଆସନ୍ତୁ ।
-ତେବେ ଯେତେବେଳେ ଗୋଟିଏ ପ୍ରେଗନେନ୍ସି ନର୍ମାଲ ଭାବେ କନସିଭ ହେଇଥାଏ ।ଏଥିରେ କୌଣସି ପ୍ରକାର ମେଡ଼ିସିନ ନେବାକୁ ପିଡ଼ି ନଥାଏ ସେହି କେଶରେ ସ୍ଵାମୀ ସ୍ତ୍ରୀ 2 ମାସ ପ୍ରେଗନେନ୍ସି ପରେ ରିଲେଶନ ରଖିପାରିବେ ।
-ଯେଉଁ ପ୍ରେଗନେନ୍ସି ରେ କିଛି ମେଡ଼ିସିନ ନିଆ ଯାଇଥାଏ, ଅନ୍ୟ କିଛି ଚିକିତ୍ସା ବି କରାଯାଇ ପିଲା କନସିଭ ହେଇଥିଲେ ସେହି କେଶରେ ସ୍ୱାମୀ ସ୍ତ୍ରୀ 3 ମାସ ଠାରୁ ରିଲେଶନ ରଖି ପାରିବେ ।
-ତେବେ ଯେଉଁ ନାରୀ ବହୁତ ବର୍ଷ ପରେ ଅନେକ କଷ୍ଟ ପରେ ପିଲା କନସିଭ କରିଛନ୍ତି ସେହି କେଶରେ 3 ମାସ ପରେ ରିଲେଶନ ରଖିପାରିବେ ।ହେଲେ ଧ୍ୟାନ ରଖିବେ ବି ଯେମିତି ଗର୍ଭର ଥିବା ପିଲାକୁ କିଛି କ୍ଷତି ହେବ ନାହିଁ ।
ପ୍ରେଗନେନ୍ସି ବେଳେ ରିଲେଶନ ରଖିବାର ଆବଶ୍ୟକତା…
-ତେବେ ପ୍ରେଗନେନ୍ସି ସମୟରେ ରିଲେଶନ ରଖିବାର ସବୁଠୁ ବଡ଼ କାରଣ ହେଉଛି କି ଏହା ମହିଳା ଙ୍କ ମୁଡ ସୁଇଁ କୁ କୋନ୍ତ୍ରଲ କରିଥାଏ ।ଅନେକ ପ୍ରେଗନେଣ୍ଟ ମହିଳା ମାନେ ଖୁବ ଚିଡିଛିଡା ଅନୁଭବ କରିଥାନ୍ତି ତେବେ ସେହି ସମୟରେ ରିଲେଶନ ରଖିଲେ ତାଙ୍କ ମାଇଣ୍ଡ ରିଲାକ୍ସ ରହିଥାଏ ।
-ଏହାବ୍ୟତୀତ ଗୋଟିଏ ବଡ଼ କାରଣ ହେଉଛି କି ଯଦି ଆପଣ 9 ମାସ ରେ ରିଲେଶନ ରଖୁଛନ୍ତି ତାହେଲେ ମହିଳା ର ସର୍ଭିକ୍ସ ଦ୍ଵାର ଲୁଜ ରହିଥାଏ ଯେଉଁଥି ପାଇଁ ପିଲା ଜନ୍ମ ହେବାର ସହଜ ହେଇଥାଏ ।ହେଲେ ଏହି ସମୟରେ ଆପଣ ଧ୍ୟାନ ଦେବେ ନହେଲେ କଂପ୍ଲିକେଶନ ହେଇପାରେ, ଏଥିପାଇଁ ଆପଣ ପ୍ରେଗନେନ୍ସି ବେଳେ ରିଲେଶନ ରଖିବା ପୂର୍ବରୁ ଡାକ୍ତର ଙ୍କ ସହ ପରାମର୍ଶ କରିବା ନିତାନ୍ତ ଜରୁରୀ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।