Daily news update , Real odisha local news

“ସ୍ଵର୍ଗଦ୍ଵାର ରେ ବାପା ଙ୍କୁ ମୁଖାଗ୍ନି ଦେଇ ସାରି ଭୋ ଭୋ ହେଇ କାନ୍ଦୁଛନ୍ତି ପୁଅ ଶେଷ ଛାତିଥରା ଭିଡିଓ ! ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ..ଦେଖନ୍ତୁ video

0 1,855

ପୁଅ ହାତରେ ମୂଖାଗ୍ନି ପାଇ ପଞ୍ଚଭୁତରେ ଲୀନ ହେଲେ ପିଣ୍ଟୁ ନନ୍ଦ, ତେବେ ମଣିଷ ମରିବା ପରେ ଶରୀର କୁ ମୁକ୍ତି ଦେବାକୁ ପଡିଥାଏ ।ଆଉ ପିଣ୍ଟୁ ମୃତ୍ୟୁ କୁ ଆଜି ତିନି ଦିନ ହେଇ ଗଲା ପରେ ସମସ୍ତେ ତାଙ୍କୁ ଶେଷ ଥର ଦେଖି ଦେବା ପରେ ଶେଷରେ ତାଙ୍କୁ ମୂଖାଗ୍ନି ଦିଆଯାଇଛି ।

ତେବେ ପୁଅ ପାଇଁ ବାପା ଙ୍କ ମୃତ୍ୟୁ ଯେ କେତେ କଷ୍ଟ ଦାୟକ ତାହା ସେହି ପୁଅ ବୁଝିଥାଏ ଯିଏ ବାପା ଙ୍କୁ ହରେଇଛି ।ହେଲେ ଏହି ଦୁଃଖ ଭିତରେ ବି ପୁଅ କୁ ନିଜ କର୍ତ୍ତବ୍ୟ କରିବାକୁ ପଡିଥାଏ, ଆଉ ପିଣ୍ଟୁ ଙ୍କ ପୁଅ ମଧ୍ୟ ବାପା ଙ୍କ ପ୍ରତି ଶେଷ କର୍ତ୍ତବ୍ୟ କରୁଥିବାର ନଜର ଆସିଛନ୍ତି ।

ପରିବାର ଭିତରେ ମୁଖ୍ୟ ମେରୁଦଣ୍ଡ ଅଟନ୍ତି ବାପା ଆଉ ସମସ୍ତେ ସେହି ମେରୁଦଣ୍ଡ କୁ ସାହାରା କରି ଜୀବନର ବାକି ରାସ୍ତା କାଟିବାକୁ ଚେଷ୍ଟା କରିଥାନ୍ତି ।ହେଲେ ସେହି ମେରୁଦଣ୍ଡ ଦୋହଲି ଗଲେ ସତରେ ପରିବାର ଟି ଭୁଶୁଡ଼ିଲା ପରି ମନେ ହୁଏ ।ଆଉ ସେତିକି ବେଳେ ଛୋଟ ପୁଅ ଉପରେ ଘର ପରିବାର ର ଦାୟିତ୍ୱ ନେବା ସହିତ ନିଜ ଦୁଃଖ କୁ ଚାପି ସବୁ କର୍ମ ସମ୍ପନ୍ନ କରିବାକୁ ହେଇଥାଏ ।ଏହା ବ୍ୟତୀତ ଜଣେ ବାପାଙ୍କ ପ୍ରତି ପୁଅର ଅନେକ କର୍ତ୍ତବ୍ୟ ରହିଥାଏ ଯେଉଁ କର୍ତ୍ତବ୍ୟ ବାପା ଙ୍କ ମୃତ୍ୟୁ ପରେ ବି ଜାରି ରହିଥାଏ ।

ତେବେ କଥାରେ କୁହାଯାଏ କି ପୁଅ ମୂଖାଗ୍ନି ଦେଲେ ବାପା ର ଆତ୍ମ ମୁକ୍ତି ପାଇଥାଏ ଆଉ ବର୍ତ୍ତମାନ ପିଣ୍ଟୁ ଙ୍କ ପୁଅ ସେହି କର୍ତ୍ତବ୍ୟ କୁ ପାଳନ କରିଛନ୍ତି ।ଭିଡ଼ିଓ ରେ ଆପଣ ଦେଖି ପାରୁଥିବେ କି ପିଣ୍ଟୁ ଙ୍କୁ ପୁରୀ ସ୍ୱର୍ଗଦ୍ୱାର ନେବା ପରେ ସେଠାରେ ତାଙ୍କୁ ମୂଖାଗ୍ନି ଦିଆ ଯାଇଥିଲା ।ଆଉ ଏହି କାମକୁ ପିଣ୍ଟୁ ଙ୍କର ବଡ଼ ଦ୍ଵାରା କରା ଯାଇଥିଲା, ତେବେ ମୂଖାଗ୍ନି ଦେବା ସମୟରେ ପୁଅ ଆଖିରେ ଲୁହ ଝରି ଆସୁଥିଲା କିନ୍ତୁ ମଙ୍କୁ ଦମ୍ଭ କରି ଏହି କାମ କରିବାକୁ ପଡିଥିଲା ।ମୂଖାଗ୍ନି ଦେବା ସମୟରେ ପାଖରେ ଅନେକ ଲୋକ ଥିଲେ ଯେଉଁମାନେ ପିଣ୍ଟୁ ଙ୍କ ପୁଅ କୁ ସାହାରା ଦେଇଥିଲେ ।

ବର୍ତ୍ତମାନ ପିଣ୍ଟୁ ଙ୍କୁ ମୂଖାଗ୍ନି ଦେବାର ଭିଡ଼ିଓ ଟି ସୋସିଆଲ ମେଡିଆ ରେ ଦେଖିବାକୁ ମିଳୁଥିବା ସହିତ ପିଣ୍ଟୁ ନ ପରିବାର ବ୍ୟକ୍ତି ମାନଙ୍କର ଦୁଃଖ ଓ ଲୁହ ଭରା ଆଖି ନଜର ଆସିଥିଲା ।ତେବେ ସବୁ ପରେ ବି ପୁଅ କୁ ସବୁ କର୍ମ କରିବାକୁ ପଡିବ ନହେଲେ ବାପାଙ୍କ ଆତ୍ମା କୁ ଶାନ୍ତି ମିଳିବ ନାହିଁ ।ଖୁବ ଜଲଦି ପିଣ୍ଟୁ ଙ୍କ ପରିବାର ଓ ପିଲାମାନେ ଏହି ଦୁଃଖରୁ ବାହାରିବା ପାଇଁ ଶକ୍ତି ମିଳୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.