ଭାଇରାଲ ହେଲା ଛୋଟ ଛୁଆର ଭିଡିଓ ! କାନ୍ଦି କାନ୍ଦି ସାରଙ୍କୁ କହିଲା ଏମିତି କଥା… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…
ବନ୍ଧୁଗଣ ବର୍ତ୍ତମାନ ର ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି।
ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆପଣ କାନ୍ଦି ପକେଇବେ।
ତେବେ ଏହି ଭିଡ଼ିଓ ଟି ରହିଛି ଜଣେ କୁନି ପିଲା ର ଯିଏକି ପାଠ ପଢିବା କୁ ଚାଁହୁଛି କିନ୍ତୁ ତାର ବାପା ତାକୁ ବହି ଆଣି ଦେବା ଦୂର କଥା ବରଂ ବହି ଆଣିବା କଥା କହିଲେ ତାକୁ ମଦ୍ୟପାନ କରି ପିଟା ମାରା କରୁଛନ୍ତିତେବେ ବନ୍ଧୁଗଣ ଭଗବାନ ଏହି ସଂସାର କୁ ସୃଷ୍ଟି କରିବା ପରେ ସମସ୍ତ ଙ୍କର ଦାୟିତ୍ୱ ନେଇ ପାରିବେ ନାହିଁ ବୋଲି ବାପା ମା ଙ୍କୁ ଏହି ଦୁନିଆଁ କୁ ଆଣିଛନ୍ତି।କିନ୍ତୁ ବର୍ତ୍ତମାନ ର ଏହି ସ୍ୱାର୍ଥପର ଓ ଅସଭ୍ୟତାର ସମାଜ ରେ ବାପା ଙ୍କ ପରି ପବିତ୍ର ଓ ନିଃସ୍ୱାର୍ଥପର ମଣିଷ ଟେ ବି ଅମଣିସ ପାଲଟି ଗଲେ ଆଉ କୁନି ପିଲା ଟିକୁ ବହି ମାଗିବା ରୁ ମାଡ଼ ମାରୁଛନ୍ତି।
ତେବେ ଘଟଣା ଟି କିଛି ଏହିପରି ଥିଲା କି ବିହାର ର ଏକ ବିଦ୍ୟାଳୟ ରେ ଶିକ୍ଷକ ସମସ୍ତ ପିଲା ଙ୍କୁ ଏକ ବହି ଆଣିବା ପାଇଁ କହିଥିଲେ। ତେବେ ତା ପର ଦିନ ସେ ଏନେଇ ନିଜ ବାପା ଙ୍କୁ କହିଥିଲେ ମାତ୍ର ତାର ବାପା ତା ସହ ଯାହା କରୁଥିଲେ ତାହା ଅତ୍ୟନ୍ତ ଦୁଃଖନିୟ ଥିଲା। ତେବେ ପର ଦିନ ଯେତେବେଳେ ଶିକ୍ଷକ ଜଣଙ୍କ ସେହି କୁନି ପିଲା କୁ ପଚାରିଲେ କି ତୁମେ ବହି ଆଣିନ କଣ ପାଇଁ ସେତେବେଳେ ପିଲା ଟି ଭୋ ଭୋ ହୋଇ କାନ୍ଦି ପକେଇଲା ଆଉ କହିଲେ କି ତାର ବାପା କୁ ସେ ସବୁବେଳେ ବହି ଆଣିବା କଥା କହେ ମାତ୍ର ସେ ବହି ନଆଣି ଓଲଟା ତାକୁ ମାଡ ମାରନ୍ତି।
ତେବେ ପିଲା ଟି ଯେତେବେଳେ ଏହା କହୁଥିଲା ତାର ବାପା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଆଉ ପିଲାକୁ ଆଖି ଦେଖାଇ ତାଗିଦ କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ଏହି ସମୟ ରେ କୁନି ପିଲା ର ବଡ଼ ଭଉଣୀ ମଧ୍ୟ କହିଲେ କି ବାପା ତାକୁ ବହି ଆଣି ଦିଅନ୍ତି ନାହିଁ ଆଉ ବହି କଥା କହିଲେ ମଦ ପିଇ ତାକୁ ମାଡ ମାରନ୍ତି ବୋଲି। ତେବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି ଆଉ ସେ ବାପ କୁ ସମସ୍ତେ ନିନ୍ଦା କରିଛନ୍ତି। ତେବେ ଘଟଣା ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।