ମଥା କୋଡି କାନ୍ଦୁଛି ନବବଧୂ… ବାହାଘର ମାସେ ନପୂରୁଣୁ ସରିଗଲା ସ୍ୱାମୀସୁଖ ଶାଶୁଘରେ ପୁଅର ସ୍ୱାଗତ ବଦଳରେ ହେଲା ଅନ୍ତ୍ୟେଷ୍ଟି ଦେଖନ୍ତୁ ଭିଡିଓ
କାନ୍ଥ ରୁ ଲିଭି ନାହିଁ ବାହାଘର ର ଚିତା କିମ୍ବା ସ୍ତ୍ରୀ ଙ୍କ ହାତରେ ଭଲ ଭବାରେ ଛାଡି ନାହିଁ ମେହେନ୍ଦୀ, ଆଉ ଦୁଇ ଦିନ ଯାଇଥିଲେ ବାହାଘର କୁ ମାସେ ପୁରୀଥାନ୍ତା ମାତ୍ର ସବୁଦିନ ପାଇଁ ଲିଭିଗଲା ମଥା ର ସିନ୍ଦୂର। ସୁଖର ସଂସାର ଆରମ୍ଭ କରିବା କୁ ଯାଉଥିଲେ ଦୁଇ ନବିବିବହିତ ଟିକି ଓ ପପୁ ହେଲେ ଗୋଟିଏ ଦୁର୍ଘଟଣା ସବୁ କିଛି ଶେଷ କରିଦେଲା। ଆଉ ହାତଭାଗ ସ୍ତ୍ରୀ ର କରୁଣ ଚିତ୍କାର ଶୁଣିଲେ ଆପଣ ବି କାନ୍ଦି ପକେଇବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।
କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।ତେବେ ବର୍ତ୍ତମାନ ଏହିପରି ସମୟ ଖେଳ ରେ ପଡି ଜୀବନ ହରେଇଛନ୍ତି କପ୍ତିପଦା ର ଜଗନ୍ନାଥ ତ୍ରିପାଠୀ। ତେବେ ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ଆପଣ ମଧ୍ୟ କହିବେ କି ଏମିତିକା ମୃତ୍ୟୁ ଭଗବାନ କାହାକୁ ନଦିଅନ୍ତୁ ବୋଲି।
ତେବେ ଘଟଣା ଟି ହେଉଛି କପ୍ତିପଦା ର , ଯେଉଁ ଠାରେ ଆଜି ସକାଳେ ଜଣେ ଯୁବକ ଙ୍କ ବାଇକ କୁ ଏକ ସ୍କୁଲ ବସ ଧକ୍କା ଦେଇଥିଲା। ଆଉ ଏହି ଦୁର୍ଘଟଣା ରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଜଗନ୍ନାଥ। ତେବେ ସୂଚନା ଅନୁସାରେ ଜଗନ୍ନାଥ ଙ୍କ ବିବାହ ଗତ ମାସ ୬ ତାରିଖ ରେ ହୋଇଥିଲା ବାଲେଶ୍ଵର ଜିଲ୍ଲା ର ଜୟଶ୍ରୀ ଙ୍କ ସହ ହୋଇଥିଲା। ତେବେ ଉଭୟ ସୁଖ ର ସଂସାର କରିବା ପାଇଁ ଯାଉଥିଲେ ,ହେଲେ ଭାଗ୍ୟ ରେ ବିଧାତା କିଛି ଅଲଗା ଲେଖିଥିଲେ। ଆଉ ସବୁଦିନ ପାଇଁ ଟିକି ଙ୍କ ମଥା ର ସିନ୍ଦୁର ଲିଭି ଗଲା।
ତେବେ ଆଜି ସକାଳେ ଜଗନ୍ନାଥ କୌଣସି କାମ ରେ ଉଦଳା ଯାଇଥିଲେ, ତେବେ ଉଦଳା ରୁ ଫେରିବା ସମୟ ରେ କପ୍ତିପଦା ପୋଲିସ ଷ୍ଟେସନ ଆଗରେ ଏକ ସ୍କୁଲ ବସ ତାଙ୍କୁ ଧକ୍କା ଦେଇଥିଲା। ଆଉ ଏଥିରେ ବାଇକ ରୁ ଛିଟିକି ପଡ଼ିଥିଲେ ଜଗନ୍ନାଥ ,ତେବେ ସଂଗେ ସଂଗେ ତାଙ୍କୁ ହସ୍ପିଟାଲ ନିଆଯାଇ ଥିଲା ।ପ୍ରଥମେ ଉଦଳା ଏବଂ ପରେ ବାରିପଦା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଭେଣ୍ଡିଆ ପୁଅ ର ଶବ ଘରେ ପହଁଚିବା ପରେ ପରିବାର ଲୋକେ ବହୁତ ଭାଙ୍ଗି ପଡିଛନ୍ତି। ତେବେ ସ୍ତ୍ରୀ ଜଣଙ୍କ ସ୍ୱାମୀ ଙ୍କୁ ହରାଇ ଏହିପରି ବିକଳ ହୋଇ କାନ୍ଦୁଛନ୍ତି ତାହା ଦେଖିଲେ ଆପଣ କାନ୍ଦି ପକେଇବେ। ତେବେ ଏହିପରି ଦୁଖଃ ଭଗବାନ କାହାକୁ ନଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।