କେମିତି ହୋଇଥିଲା ସୁପରଷ୍ଟାର Prabhas ଙ୍କ ( Bahubali ) ଫିଲ୍ମ ର ଷଣ୍ଢ ଲଢେଇ ସୁଟିଂ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପୁରା ସିନେମା ଇନ୍ଦ୍ରଷ୍ଟ୍ରି ର ସବୁଠାରୁ ଲୋକପ୍ରିୟ ସିନେମା ହେଉଛି ” ବାହୁବଳୀ” ସିନେମା ।ତେବେ ଏହି ସିନେମା ଟି ର କାହାଣୀ ଯେତିକି ଦମଦାର ଥିଲା ତା ଠାରୁ ଅଧିକ ଦମଦାର ଥିଲା ଏହାର ଲୋକେସନ ଏବଂ ଗିତ ଓ କିଛି କିଛି ସିନ ।
ତେବେ ଆଜି ବି ଯଦି ଆପଣ କାହାକୁ ବି ଏହି ସିନେମା କଥା ପଚାରିବେ ତ ତାଙ୍କ ମୁଁହ ରୁ ଏହାର ପ୍ରଶଂସା ଶୁଣି ପାଗଳ ହୋଇଯିବେ ଆପଣ। ତେବେ ଏହି ସିନେମା ଟି ଛୋଟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତ ଙ୍କୁ ଖୁବ ପସନ୍ଦ ଆସିଥିଲା ଏବଂ ଏହା ମଧ୍ୟ କେବଳ ଭାରତ ରେ ନୁହେଁ ଭାରତ ବାହାରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲା।
ତେବେ କଣ ଆପଣ ଜାଣିଛନ୍ତି କି ଏହି ସିନେମା ଟି କିପରି ଭାବରେ ସୁଟିଂ ହୋଇଥିଲା ଯାହାକି ଲୋକଙ୍କୁ ଏତେ ପସନ୍ଦ ଆସିଥିଲା। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଜଣେଇବୁ ଏବଂ ଭିଡ଼ିଓ ମାଧ୍ୟମ ରେ ଦେଖାଇବୁ କିପରି ଭାବରେ ଏହାର ସୁଟିଂ ହୋଇଥିଲା ବୋଲି। ତେବେ ବନ୍ଧୁଗଣ ଏହି ସିନେମା ର ସୁଟିଂ ପାଇଁ ଅଭିନେତା, ଅଭିନେତ୍ରୀ , ପ୍ରଦ୍ୟୁସର ଏବଂ ଡ଼ାଇରେକ୍ଟର ବହୁତ ପରିଶ୍ରମ କରିଥିଲେ। ଭାରତ ର କିଛି ବଛା ବଛା ସ୍ଥାନ ରେ ଏହାର ସୁଟିଂ ହୋଇଥିଲା ଏବଂ ଏହାର ଏଡିଟିଙ୍ଗ ଏବଂ ଆନିମେସନ ମଧ୍ୟ ସମସ୍ତ ଙ୍କୁ ଖୁବ ଆକର୍ଷିତ କରିଥିଲା।
ତେବେ ଏହି ସିନେମା ର ସବୁ ଠାରୁ ଲୋକପ୍ରିୟ ଏବଂ ଆକର୍ଷଣୀୟ ସିନ ଥିଲା ଭଲାଲ ଦେବ ଙ୍କ ର ଷଣ୍ଢ ଫାଇଟିଙ୍ଗ ସିନ ଟି। ତେବେ ଏହି ସିନ ର ଶୁଟିଂ ଟି କୁ ଗ୍ରୀନ କପଡା ପଛରେ ଲଗାଇ କରା ଯାଇଥିଲା ଏବଂ ଷଣ୍ଢ କୁ ଥ୍ରୀଡି କ୍ୟାମରା ସାହାଯ୍ୟ ରେ ଲୋକଙ୍କୁ ଦେଖା ଯାଇଥିଲା। ତେବେ ଏହାକୁ ଏହିଭଳି ସରଳ ଉପାୟ ରେ ସୁଟିଂ କରାଯାଇ ତାହାକୁ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଟେକ୍ନୋଲୋଜି ର ମାଧ୍ୟମ ରେ ଲୋକପ୍ରିୟ କରାଯାଇ ଥିଲା। ଯାହା ଆପଣ ଏହି ଭିଡ଼ିଓ ଟି ମାଧ୍ୟମ ରେ ଦେଖି ପାରିବେ।
ତେବେ ସୂଚନା ଅନୁସାରେ , ସିନେମା ର ପ୍ରାୟ ୮୦ ପ୍ରତିଶତ ସୁଟିଂ ରାମଜୀ ଫିଲ୍ମ ସିଟି ରେ ହୋଇଥିଲା ।ଏହି ସିନେମା ରେ ଭ୍ଲାଲ ଦେବ ଙ୍କ ର ଏକ ସିନ କୁ ପଛରେ ଗ୍ରୀନ କପଡା ଟାଣି ଶୁଟିଂ କରାଯାଇଥିଲା। ଏହା ସହ ସିନେମା ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ଟେକ୍ନିକ ର ବ୍ୟବହାର କରି ଏହାକୁ ଏଡିଟ କରାଯାଇଥିଲା। ଯାହାକି ଆପଣ ମାନେ ଆମର ଏହି ଭିଡ଼ିଓ ମାଧ୍ୟମ ରେ ଦେଖି ପାରିବେ। ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏହି ସିନେମା ର ସୁଟିଂ ସମୟ ର କେତେକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ତାହାକୁ ଆପଣ ଥରେ ନିଶ୍ଚିତ ଦେଖନ୍ତୁ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।