ପୁଣି ସାମ୍ନାକୁ ଆସିଲା ଭିଡିଓ ଅସୀମା ପଣ୍ଡା ଏବଂ ହ୍ୟୁମାନ ସାଗର ଙ୍କ ଝିଅର ମସ୍ତି ଭିଡ଼ିଓ… ମାତ୍ର 4 ଘଣ୍ଟାରେ 16 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।
ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଓଲିଉଡ ଗାୟିକା ଅସୀମା ପଣ୍ଡା ଏବଂ ହ୍ୟୁମାନ ସାଗର ଙ୍କ ଝିଅ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛ , ଯାହାକୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି ମଧ୍ୟ। ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ , ସିଙ୍ଗର ଅସୀମା ପଣ୍ଡା ହ୍ୟୁମାନ ସାଗର ଙ୍କ ଝିଅ ସହ ଖେଳୁ ଥିବା ର ଆଉ ଖୁବ ମଜାମସ୍ତି କରୁ ଥିବାର। ତେବେ ଆପଣ ମାନେ ଗାୟିକା ଅସୀମା ପଣ୍ଡା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ଜଣେ ପରିଶ୍ରମୀ ଏବଂ ସଫଳ ଗାୟିକା ଅଟନ୍ତି , ନିଜ ସୁନ୍ଦର ଗୀତ ମାଧ୍ୟମ ରେ ସେ ସମସ୍ତ ଙ୍କୁ ନିଜର କରି ପାରନ୍ତି।
ତେବେ ତାଙ୍କର ବର୍ତ୍ତମାନ ହ୍ୟୁମାନ ସାଗର ଙ୍କ ଝିଅ ସହ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି , ଯେଉଁ ଥିରେ ସେ ହ୍ୟୁମାନ ଙ୍କ ଝିଅ ସହ ଖେଳୁ ଥିବାର ଦେଖିବା କୁ ମିଳିଛି। ତେବେ ଏହା ସହ ଦେଖା ଯାଇଛି ଯେ , ହ୍ୟୁମାନ ଙ୍କ ଝିଅ ଅସୀମା ଙ୍କ ବେକ ର ମାଳ ରେ ଲାଗୁଚି ଆଉ ଅସୀମା ତାଙ୍କୁ କହୁଛନ୍ତି କି , “ଏହି ଡୁବ୍ଲିକେଟ ମାଳ ଟିକୁ ତୁମେ ଛିଣ୍ଡି ଦିଅ ତା ପରେ ତୁମ ବାପା ମୋତେ ଅରିଜିନାଲ ହାର ଆଣି ଦେବେ ବୋଲି”। ତେବେ ତାଙ୍କର ଏହି ଭିଡ଼ିଓ ଟି ବହୁତ ପୁରୁଣା ଭିଡ଼ିଓ ଅଟେ ଯାହାକି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ତେବେ କିନ୍ତୁ ଆପଣ ମାନେ ଜାଣିଥିବେ କି , ହ୍ୟୁମାନ ଓ ଶ୍ରୀୟା ଙ୍କ ମଧ୍ୟରେ ବର୍ତ୍ତମାନ ବିବାଦ ରହିଛି ଯାହାକୁ ନେଇ ଶ୍ରୀୟା ଥାନା ରେ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ଶ୍ରୀୟା ହ୍ୟୁମାନ ଙ୍କ ନାମ ରେ ଅଭିଯୋଗ କରିଛନ୍ତି କି ସେ ତାଙ୍କୁ ନିର୍ଯ୍ୟାତନା ଦିଅନ୍ତି ଏବଂ ଧର୍ମ ପରିବର୍ତ୍ତନ କରିବା କୁ କୁହନ୍ତି ବୋଲି। ମାତ୍ର ସବୁ ପରେ ମଧ୍ୟ , ହ୍ୟୁମାନ ତାଙ୍କ ସ୍ତ୍ରୀ ଓ ଛୁଆ କୁ ନିଜର କରିବା କୁ ଚାଁହୁ ଥିବା କହିଛନ୍ତି। ତେବେ କିନ୍ତୁ ବର୍ତ୍ତମାନ ଅଶୀମା ଓ ହ୍ୟୁମାନ ଙ୍କ ଝିଅ ର ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।